Breaking NewsFeaturedକ୍ରୀଡ଼ା

ଅଭିନେତ୍ରୀ ପାୟଲ ଘୋଷ ବିବାହ ପାଇଁ ଶାମିଙ୍କୁ ପ୍ରସ୍ତାବ ଦେଇଛନ୍ତି

ଶାମି ଏକ ଭିନ୍ନ କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। କାରଣ ହେଲା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପାୟଲ ଘୋଷ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ପାୟଲ ଘୋଷ ଟୁଇଟ କରିଛନ୍ତି, ଏହି ଟୁଇଟରେ ସେ ମହମ୍ମଦ ଶାମିଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି।

ଅଭଭିନେତ୍ରୀ ଟୁଇଟରରେ ଲେଖିଛନ୍ତି ଶାମି ତୁମେ ତୁମର ଇଂରାଜୀକୁ ସୁଧାରି ଦିଅ, ମୁଁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ। ସୋସିଆଲ ମିଡିଆରେ ବଲିଉଡର ପ୍ରସିଦ୍ଧ ଏହି ଅଭିନେତ୍ରୀ ପାୟଲ ଘୋଷଙ୍କ ଟୁଇଟ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି।

Related Articles

Back to top button