Breaking Newsଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ବୈଜ୍ଞାନିକମାନଙ୍କ ବଡ଼ ସଫଳତା

କ୍ୟାନ୍‌ସର ରୋଗର ଚିକିତ୍ସାରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି।

ସେମାନେ ଏକ ‘କିଲ ସୁଇଚ’ ପାଇଛନ୍ତି। ଏହା କ୍ୟାନ୍‌ସର କୋଷକୁ ମାରିବାରେ ସଫଳ ହେବ। ସାକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ କମ୍ପେରେସିଭ କ୍ୟାନ୍‌ସର ସେଣ୍ଟରର କାଲିଫର୍ନିଆ ବିଶେଷଜ୍ଞମାନେ କହିଛନ୍ତି, ସେମାନେ ଏକ ରିସେପ୍ଟର କରିଛନ୍ତି, ଯାହା ଏକ ପ୍ରୋଟିନ ଚିହ୍ନଟ କରିଛି। ଏହା କ୍ୟାନ୍‌ସର କୋଷକୁ ମାରିବା ପାଇଁ ଡିଜାଇନ କରାଯାଇପାରିବ।

Related Articles

Back to top button