Featuredଅନ୍ତର୍ଜାତୀୟ

ଫ୍ରି ଭିସା ଦେବ ଚାଇନା

ଯେଉଁମାନେ ଚାଇନା ଦେଖିବା ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି, କିନ୍ତୁ ଏହି ଖୁସି ଖବର ଭାରତୀୟଙ୍କ ପାଇଁ ନୁହେଁ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ସ୍ପେନ ଏବଂ ମାଲେସିଆର ନାଗରିକଙ୍କ ପାଇଁ।

ଯାହାଙ୍କୁ ଫ୍ରି ଭିସା ପ୍ରଦାନ କରିବାକୁ ଚାଇନା ଘୋଷଣା କରିଛି । ମାଗଣା ପ୍ରବେଶ ଅନ୍ତର୍ଗତ ଚାଇନା ସରକାର ଏହି ଦେଶଗୁଡିକର ପର୍ଯ୍ୟଟକମାନଙ୍କୁ ୧୫ ଦିନର ଯାତ୍ରା ବିନା ଭିସାରେ ଆସିବାକୁ ଅନୁମତି ଦେବେ। ଡିସେମ୍ବର ୧ ରୁ ପର୍ଯ୍ୟଟକମାନେ ଏହି ଅଫରର ଲାଭ ଉଠାଇ ପାରିବେ ।

Related Articles

Back to top button