ରାଜନୀତି

ରାଜସ୍ଥାନରେ ଭାଜପା ୧୧୫ରୁ ଅଧିକ ସିଟ୍‌ ଜିତିବ ବୋଲି ଆକଳନ

ରାଜସ୍ଥାନର ସବୁଠୁ ବଡ ବେଟିଂ ବଜାର ଫାଲୋଡି ରାଜ୍ୟରେ ଭାଜପାର ବଡ ବିଜୟ ହେବ ବୋଲି କହିଛି। ଏକ ଜାତୀୟ ଗଣମାଧ୍ୟମକୁ ବେଟିଂ କରୁଥିବା ଲୋକମାନେ କହିଛନ୍ତି, ବେଟିଂ ବେଳେ ସମସ୍ତଙ୍କର ପସନ୍ଦ ଭାଜପା ରହିଛି।

ରାଜସ୍ଥାନରେ ଭାଜପା ୧୧୫ରୁ ଅଧିକ ସିଟ୍‌ ଜିତିବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ କଂଗ୍ରେସକୁ ୭୦ସିଟ୍‌ ମିଳିପାରେ ବୋଲି କୁହାଯାଉଛି। ସେହିପରି ମଧ୍ୟପ୍ରଦେଶରେ ୧୧୫-୧୧୭ ଓ କଂଗ୍ରେସ ୧୧୪-୧୧୬ ଆସନ ଜିତିପାରେ। ଛତିଶଗଡରେ ଭାଜପା ୫୦-୫୨ ଓ କଂଗ୍ରେସ ୩୭-୩୯ଆସନ ରହିପାରେ ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com