ଓଡ଼ିଶା

ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ

ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ ଫଳପ୍ରସୂ ହେବାରେ ଲାଗିଛି। ଶିଳ୍ପ ଅନୁକୂଳ ପରିବେଶ ପାଇଁ ଓଡ଼ିଶାରେ ନିବେଶ ନିମନ୍ତେ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।

ଏହି କ୍ରମରେ ଆଜି ରାଜ୍ୟ ସରକାର ୪୮୦୪.୩୫ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ୧୭, ୫୫୩ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Related Articles

Back to top button