ମନୋରଞ୍ଜନ

ଅଲୁ ଅର୍ଜୁନ ଏବେ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି

ଲୋକପ୍ରିୟ ସାଉଥ ଅଭିନେତା ଅଲୁ ଅର୍ଜୁନ ଏବେ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି। ପୁଷ୍ପାକୁ ଭେଟି ଦେବା ପରେ ଏବେ ପୁଷ୍ପା ୨ର ଆସିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି।

ପୁଷ୍ପାରେ ଅଲୁଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନ କିଣି ନେଇଯାଇଥିବାବେଳେ ରିଅଲ ଲାଇଫରେ ବି ଦର୍ଶକଙ୍କ ମନ ଜିତିଛନ୍ତି ଅଲୁ। ଏକ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ଅଲୁଙ୍କୁ ପାନ ଓ ମଦର ବିଜ୍ଞାପନ କରିବା ପାଇଁ ମୋଟା ଅଙ୍କର ଅଫର ମିଳିଥିଲା ଯାହାକୁ ସେ ମନା କରିଦେଇଥିଲେ।

Related Articles

Back to top button