ମନୋରଞ୍ଜନ
ପଠାନ୍’ ଏବଂ ‘ଜଓ୍ବାନ୍’ ପରେ କିଙ୍ଗ୍ ଖାନ୍ଙ୍କ ‘ଡଙ୍କି’ ଏବ ବଡ଼ ପରଦାରେ ରିଲିଜ ହୋଇଛି

ପଠାନ୍’ ଏବଂ ‘ଜଓ୍ବାନ୍’ ପରେ କିଙ୍ଗ୍ ଖାନ୍ଙ୍କ ‘ଡଙ୍କି’ ଏବ ବଡ଼ ପରଦାରେ ରିଲିଜ ହୋଇଛି। ଆଡଭାନ୍ସ ବୁକିଂରେ ପ୍ରଥମରୁ ଏହା ରେକର୍ଡ କରିଥିବା ବେଳେ ଏବେ ଦର୍ଶକଙ୍କ କ୍ରେଜ୍ ଦ୍ୱିଗୁଣିତ ହୋଇଛି।
କାହାଣୀଟି ପସନ୍ଦ ଆସୁଥିବାରୁ ବ୍ୟବସାୟରେ ‘ଡଙ୍କି’ ରେକର୍ଡ କରିବ ବୋଲି ସମୀକ୍ଷକମାନେ ଅନୁମାନ କରିଛନ୍ତି।ତେବେ ଡଙ୍କିକୁ ମିଳିଛି ୟୁ/ଏ ସାର୍ଟିଫିକେଟ। ଏହାର ସମୟ ୧୬୧ ମିନିଟ ରହିଛି।




