ଅନ୍ତର୍ଜାତୀୟ

ପାକିସ୍ତାନୀ ସେନା ବର୍ତ୍ତମାନ ଚାଷ ପାଇଁ ପ୍ରସ୍ତୁତ ହେଉଛି

ପାକିସ୍ତାନୀ ସେନା ବର୍ତ୍ତମାନ ଚାଷ ପାଇଁ ପ୍ରସ୍ତୁତ ହେଉଛି। ପଞ୍ଜାବର ଚୋଲିସ୍ତାନରେ ଚାଷ ପାଇଁ ସେନା ପକ୍ଷରୁ ଯୋଜନା କରାଯାଉଛି।

ବାସ୍ତବରେ, ଚୋଲିସ୍ତାନରେ ପାକିସ୍ତାନ ସରକାର ନିଜ ଜମିରେ ଚାଷ କରିବାକୁ ଯାଉଛନ୍ତି, କିନ୍ତୁ ଏକ ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ସେନା ମଧ୍ୟ ଏହି ପ୍ରକଳ୍ପରେ ଏକ ବଡ଼ ଭାଗ ନେବାକୁ ଯାଉଛି। ଏହି ଚୁକ୍ତିନାମା ଅନୁଯାୟୀ ପାକ ଆର୍ମି ୪.୮ ଲକ୍ଷ ଏକର ଜମି ପାଇଛି। ଚାଷ କାର୍ଯ୍ୟରୁ ଲୋକେ ଦୂରେଇ ଯାଉଥିବାରୁ ପାକ ସେନା ଏବଂ ସରକାର ଏହି ପଦକ୍ଷେପ ନେଉଛନ୍ତି।

Related Articles

Back to top button