ଜାତୀୟ

ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଉଥିବାରୁ ସାଇବର ଠକେଇ ମାମଲା ମଧ୍ୟ ବଢ଼ିିବାରେ ଲାଗିଛି

ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଉଥିବାରୁ ସାଇବର ଠକେଇ ମାମଲା ମଧ୍ୟ ବଢ଼ିିବାରେ ଲାଗିଛି। ସାଇବର ଠକମାନେ ଠକାମୀର ନୂତନ ପଦ୍ଧତି ଉଦ୍ଭାବନ କରୁଛନ୍ତି।

ଚାଇନାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୧୭ ବର୍ଷ ବୟସ୍କ ଛାତ୍ର ସାଇବର ଅପହରଣର ଶିକାର େହୋଇଛନ୍ତି। ପରେ ତାଙ୍କ ମାତାପିତାଙ୍କଠାରୁ ୮୦ ହଜାର ଡଲାର ଅର୍ଥାତ ପ୍ରାୟ ୬୬ ଲକ୍ଷ ଟଙ୍କା ଦାବି କରାଯାଇ ଠକି ନିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com