ଓଡ଼ିଶା

ପୁରୁଣା ସାଥୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ପୁରୁଣା ସାଥୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ରାଉରକେଲା ଓଡିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସମଥା ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ ।

ନକ୍ସଲ ସଂଗଠନ ସିପିଆଇ ମାଓବାଦୀ ପଶ୍ଚିମ ସିଂହଭୂମୀ ଏହି ବର୍ବରକାଣ୍ଡ କରିଥିବା ସୂଚନା ମିଳିଛି । ସରଣ୍ଡା ଜଙ୍ଗଲ ଅନ୍ତର୍ଗତ ସମଥା ଗାଁର ନେଲସନ ଭେଙ୍ଗ୍ରାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com