ଅନ୍ତର୍ଜାତୀୟ
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆନ୍ତର୍ଜାତୀୟ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆନ୍ତର୍ଜାତୀୟ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଗାଜା ଷ୍ଟ୍ରିପ୍ରେ ଆକ୍ରମଣରେ ହୋଇଥିବା ମୃତ୍ୟୁ ଓ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ହିସାବ ଦେବାକୁ ତଥା ନରସଂହାର ରୋକିବାକୁ ଆନ୍ତର୍ଜାତୀୟ କୋର୍ଟ ଇସ୍ରାଏଲକୁ କହିଛନ୍ତି।
ଏହା ସହିତ କୋର୍ଟ ଏକ ମାସ ମଧ୍ୟରେ ଇସ୍ରାଏଲକୁ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।