ମନୋରଞ୍ଜନ

ଧର୍ମେନ୍ଦ୍ର ବଲିଉଡରେ ପ୍ରବେଶ କରିବାର ୬୪ବର୍ଷ ପରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି

ଧର୍ମେନ୍ଦ୍ର ବଲିଉଡରେ ପ୍ରବେଶ କରିବାର ୬୪ବର୍ଷ ପରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ସେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି ଏବଂ ଏହି ନାମ ଫିଲ୍ମରେ ଉଲ୍ଲେଖ କରାଯାଇଛି।

ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ ତେରି ବାତୋଁ ମେଁ ଏସା ଉଲଝା ଜିଆରେ ଧର୍ମେନ୍ଦ୍ରଙ୍କୁ ଧର୍ମେନ୍ଦ୍ର ସିଂ ଦେଓଲ ଭାବେ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ, ଧର୍ମେନ୍ଦ୍ରଙ୍କ ପିଲାଦିନର ନାମ ଥିଲା ଧର୍ମ ସିଂ ଦେଓଲ। ତେବେ ଅଦ୍ୟାବଧି ଧର୍ମେନ୍ଦ୍ର ନିଜେ ଏହା ଘୋଷଣା କରି ନାହାଁନ୍ତି ।

Related Articles

Back to top button