ଅନ୍ତର୍ଜାତୀୟ

ରୁଷିଆର ରାଷ୍ଟ୍ରପତି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ ଉନଙ୍କୁ ରୁଷିଆରେ ନିର୍ମିତ କାର୍‌ ଉପହାର ଦେଇଛନ୍ତି

ରୁଷିଆର ରାଷ୍ଟ୍ରପତି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ ଉନଙ୍କୁ ରୁଷିଆରେ ନିର୍ମିତ କାର୍‌ ଉପହାର ଦେଇଛନ୍ତି। ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି।

ପୁଟିନ କେଉଁ କାର ପଠାଇଛନ୍ତି ଏବଂ ଏହାକୁ ଉତ୍ତର କୋରିଆକୁ କିପରି ନିଆଯାଇଛି ଏହି ଖବର ବିଷୟରେ ସୂଚନା ଦିଆଯାଇନାହିଁ। କୋରିଆର କେନ୍ଦ୍ରୀୟ ନ୍ୟୁଜ ଏଜେନ୍ସି କହିଛି କିମ୍‌ଙ୍କ ଭଉଣୀ କିମ ୟୋ ଜୋଙ୍ଗ ଏବଂ ଉତ୍ତର କୋରିଆର ଅନ୍ୟ ଜଣେ ଅଧିକାରୀ ଏହି ଉପହାର ଗ୍ରହଣ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com