ମନୋରଞ୍ଜନ

ୱେବ ସିରିଜ ‘ପଞ୍ଚାୟତ ୨’ରେ କାମ କରୁଥିବା ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି

ୱେବ ସିରିଜ ‘ପଞ୍ଚାୟତ ୨’ରେ କାମ କରୁଥିବା ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଞ୍ଚଲ ଭୋଜୁପାରି ଇଣ୍ଡଷ୍ଟ୍ରିରେ ବହୁତ ସକ୍ରିୟ ଥିଲେ।

ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଭୋଜପୁରୀ ଅଭିନେତ୍ରୀ ସିମରନ ଶ୍ରୀବାସ୍ତବ ଏବଂ ଗାୟକ ଛୋଟୁ ପାଣ୍ଡେଙ୍କର ମୃତ୍ୟୁ ଘଟିଛି। ଭୋଜପୁରୀ ସିନେମାର ଚାରିଜଣ ଉଦୀୟମାନ କଳାକାର ମଧ୍ୟ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

Related Articles

Back to top button