ଓଡ଼ିଶା
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାସୁଦେବପୁରରେ ଅଦିନିଆ ବର୍ଷା ଓ ବଜ୍ରପାତ ଦେଖିବାକୁ ମିଳିଛି
![](https://i0.wp.com/odia.mobilenews24x7.com/wp-content/uploads/2024/02/rain77.webp?resize=715%2C402&ssl=1)
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାସୁଦେବପୁରରେ ଅଦିନିଆ ବର୍ଷା ଓ ବଜ୍ରପାତ ଦେଖିବାକୁ ମିଳିଛି। ଏହି ବଜ୍ରାଘାତରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।
ଆହତ ମାନେ ହେଲେ ଏ.ଭୁବୁନି, ଏ.ଡୋଲିଆମା, ଏ.ନାର୍ସି ।