ଜାତୀୟ
ଅନଲାଇନ ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମ ଉପରେ ସଂକଟ ଥମିବାର ନାଁ ନେଉନି
ଅନଲାଇନ ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମ ଉପରେ ସଂକଟ ଥମିବାର ନାଁ ନେଉନି । ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ବଡ଼ ଆମାଉଣ୍ଟର ଜରିମାନା ଲଗାଇଛନ୍ତି ସରକାର ।
ମନି ଲଣ୍ଡ୍ରିଙ୍ଗ ଉଲ୍ଲଙ୍ଘନ ମାମଲାରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ୫.୪୯ କୋଟି ଟଙ୍କାର ଜରିମାନା ଲାଗୁ କରିଛି ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ ଅଫ୍ ଇଣ୍ଡିଆ FIU-IND।