ଜାତୀୟ

ଗୌତମ ଅଦାନୀଙ୍କୁ ନେଇ ବିଭିନ୍ନ ଖବର ଆସିବାରେ ଲାଗିଛି

ଗୌତମ ଅଦାନୀଙ୍କୁ ନେଇ ବିଭିନ୍ନ ଖବର ଆସିବାରେ ଲାଗିଛି। ସମ୍ପ୍ରତି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୌତମଙ୍କ କମ୍ପାନୀ ୫ଜି ଇଣ୍ଟରନେଟ୍ କୁ ନେଇ କାମ କରୁଛି।

ଏହି ଖବର ପ୍ରକାଶ ପାଇବା ପରେ ଜିଓ ଏବଂ ଏୟାରଟେଲର ଚିନ୍ତା ବଢ଼ିବାରେ ଲାଗିଛି। ଗୌତମଙ୍କ କମ୍ପାନୀ ଖୁବ୍ ଶୀଘ୍ର ଇଣ୍ଟରନେଟ୍ ସର୍ଭିସ୍ ମାର୍କେଟରେ ପ୍ରବେଶ କରିବାକୁ ଯାଉଛି।

Related Articles

Back to top button