ଅନ୍ତର୍ଜାତୀୟ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ବର୍ଷ ଅତିକ୍ରମ କରିଥିଲେ ବି ତାହା ବନ୍ଦ ହେବାର ନାଁ ନେଉ ନାହିଁ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ବର୍ଷ ଅତିକ୍ରମ କରିଥିଲେ ବି ତାହା ବନ୍ଦ ହେବାର ନାଁ ନେଉ ନାହିଁ। ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି।

ଆଉ ଏହା ଭିତରେ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଜରିଆରେ କଥାବାର୍ତ୍ତା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ରୁଷିଆରେ ଅନୁଷ୍ଠିତ ନିର୍ବାଚନରେ ପୁଟିନଙ୍କୁ ମିଳିଥିବା ସଫଳତା ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ କ୍ରେମଲିନ ସୂଚନା ଦେଇଛନ୍ତି।

Related Articles

Back to top button