ଓଡ଼ିଶା

କପିଳାସକୁ ଗଲା ଢେଙ୍କାନଳରୁ ଉଦ୍ଧାର ସନ୍ଦିଗ୍ଧ ପାରା

କପିଳାସକୁ ଗଲା ଢେଙ୍କାନଳରୁ ଉଦ୍ଧାର ସନ୍ଦିଗ୍ଧ ପାରା। ପୁଲିସର ପରାମର୍ଶ କ୍ରମେ ପାରାକୁ କପିଳାସ ସ୍ଥାନାନ୍ତର କରାଯାଇଛି। ପାରାକୁ ଦେଖିବା ପାଇଁ ଭୁବନେଶ୍ବରରୁ ପୁଲିସର କମ୍ୟୁନିକେସନ ବିଭାଗ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ଆସୁଥିବା ସୂଚନା ରହିଛି।

ଏକ ଏକ୍ସପୋର୍ଟ ଟିମ୍ ଓ ଇଣ୍ଟେଲିଜେନ୍ସର ଟିମ୍ ମଧ୍ୟ କପିଳାସ ଅଭିମୁଖେ ଥିବା ଜଣାପଡିଛି।

Related Articles

Back to top button