ଜାତୀୟରାଜନୀତି

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୋହୂ ହିମାଂଶି ଗେହଲଟ ବିକ୍ରି କରୁଛନ୍ତି ପରିବା

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୋହୂ ହିମାଂଶି ଗେହଲଟ ବିକ୍ରି କରୁଛନ୍ତି ପରିବା। ସ୍ୱାମୀ ବୈଭବ ଗେହଲଟଙ୍କ ସମର୍ଥନରେ ପ୍ରଚାର ମୈଦାନକୁ ସେ ଆଉ ତାଙ୍କ ଝିଅ ଓହ୍ଲାଇଛନ୍ତି।

ଏହି ପ୍ରଚାର ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହିମାଂଶି ଏଭଳି କିଛି ଫଣ୍ଡା ଆପଣାଇଛନ୍ତି। ରାସ୍ତା କଡରେ ବସି ହାତରେ ନିକିତି ଧରି ପରିବା ଓଜନ କରିବା ସହ ସେ ବିକ୍ରି କରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Back to top button