ରାଜନୀତି

ସଭିଙ୍କ ନଜର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ

ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି। ସଭିଙ୍କ ନଜର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ। ତେବେ ଏହାରି ମଧ୍ୟରେ ବିଜେଡି ୫ମ ପର୍ଯ୍ୟାୟରେ ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

ବିଜେଡି ଏଯାଏଁ ୧୨୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେପି ୧୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ କଂଗ୍ରେସ ୧୨୪ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଖୁବଶୀଘ୍ର ଅନ୍ଯ ଆସନ ପାଇଁ ବି ଦଳ ଗୁଡ଼ିକ ପ୍ରାର୍ଥୀ ଘୋଷଣା କରିବେ।

Related Articles

Back to top button