ମନୋରଞ୍ଜନ

ରାମନବମୀଙ୍କର ଏହି ପବିତ୍ର ଅବସରରେ ବ୍ଲକ୍‌ବଷ୍ଟର୍‌ ଫିଲ୍ମ୍ ‘ହନୁମାନ’ ସିକ୍ୱେଲର ଏକ ନୂଆ ପୋଷ୍ଟର୍‌ ରିଲିଜ୍‌’ ହୋଇଛି

ରାମନବମୀଙ୍କର ଏହି ପବିତ୍ର ଅବସରରେ ବ୍ଲକ୍‌ବଷ୍ଟର୍‌ ଫିଲ୍ମ୍ ‘ହନୁମାନ’ ସିକ୍ୱେଲର ଏକ ନୂଆ ପୋଷ୍ଟର୍‌ ରିଲିଜ୍‌’ ହୋଇଛି। ଏହି ସିକ୍ୱେଲ୍‌ ‘ଜୟ ହନୁମାନ’ ନାମରେ ଆସିବ।

ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଫିଲ୍ମ ବିଷୟରେ ଏକ ଫଟୋ ପ୍ରକାଶ କରି ପ୍ରଶଂସକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛନ୍ତି। ପ୍ରଶାନ୍ତ ବର୍ମା ସୋସିଆଲ ମିଡିଆରେ ଫିଲ୍ମର ଏହି ଫଟୋ ଶେୟାର୍‌ କରିଛନ୍ତି। ଏହା ହେଉଛି ଫିଲ୍ମର ପ୍ରଥମ ପୋଷ୍ଟର୍‌।

Related Articles

Back to top button