ଓଡ଼ିଶା
ନିବେଶ ନାଁରେ ଠକେଇ
ନିବେଶ ନାଁରେ ଠକେଇ । ଭଲ ରିଟର୍ଣ୍ଣ ଦେବା କହି କୋଟି କୋଟି ଟଙ୍କା ଲୁଟ୍ ଅଭିଯୋଗ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଜଣେ ଠକକୁ ଗିରଫ କରିଛି ପୋଲିସ ।
ଜଣେ ମହିଳାଙ୍କ ଠାରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଠକ ଜଣଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଜଣେ ଯୁବକଙ୍କ ଠାରୁ ୮୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲା ଠକ ଜଣଙ୍କ ।