ମନୋରଞ୍ଜନ
ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ତାଙ୍କ ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କଠାରୁ ଅଲଗା ହୋଇ ଯାଇଛନ୍ତି
ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ତାଙ୍କ ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କଠାରୁ ଅଲଗା ହୋଇ ଯାଇଛନ୍ତି। ଆଦିଲ ମଧ୍ୟ ଏହା ଭିତରେ ବିଗ୍ବସ୍ ପ୍ରତିଦ୍ବନ୍ଦ୍ବୀ ସୋମି ଖାନ୍ଙ୍କୁ ବିବାହ କରି ସାରିଛନ୍ତି।
ଅନେକ ଦିନ ହେବ ରାକ୍ଷୀ ଓ ଆଦିଲଙ୍କ ମଧ୍ୟରେ ବିବାହ ଲାଗି ରହିଥିବା ବେଳେ ଏବେ କାହାଣୀ ନୂଆ ମୋଡ଼ ନେଇଛି। ଏପରି ଲାଗୁଛି ଯେପରି ରାକ୍ଷୀ ସାୱନ୍ତ ତାଙ୍କ ପୂର୍ବତନ ସ୍ୱାମୀ ରିତେଶଙ୍କ ସହ ମୀମାଂସା କରି ଦେଇଛନ୍ତି।