ଓଡ଼ିଶା

ଏଥର ଆଗୁଆ ଆସିବାକୁ ଯାଉଛି ମୌସୁମୀ

ତାତିରୁ ମିଳିବ ମୁକ୍ତି । ଏଥର ଆଗୁଆ ଆସିବାକୁ ଯାଉଛି ମୌସୁମୀ । ସୂଚନା ମୁତାବକ, ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।

ଏହା ଫଳରେ ୨୩ ତାରିଖରେ ମୌସୁମୀ ଉତ୍ତର ଆଣ୍ଡାମାନ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେ କହିଛନ୍ତି ଯେ ସ୍ୱାଭାବିକ ଭାବେ ମେ’ ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com