ଓଡ଼ିଶା

ଓଡ଼ିଶା ଉଜ୍ଜ୍ୱଳା ଦିଦିଙ୍କୁ ବିଜେପି କରୁଛି ଅଣଦେଖା

ଓଡ଼ିଶା ଉଜ୍ଜ୍ୱଳା ଦିଦିଙ୍କୁ ବିଜେପି କରୁଛି ଅଣଦେଖା। ସାମ୍ୱାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ଉଜ୍ଜ୍ୱଳା ଦିଦି । ଓଡିଶା ଉଜ୍ଜ୍ୱଳା ଦିଦି ସଂଘର କଟକ ଶାଖା ପକ୍ଷରୁ ଗାନ୍ଧୀ ଭବନଠାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି।

ଗତ ୨୦୧୯ ମସିହାରୁ ରାଜ୍ୟରେ ବିନା ପାଉଣାରେ କାମ କରିଆସୁଛନ୍ତି ୧୨ହଜାର ଉଜ୍ଜ୍ବଳା ଦିଦି। ବିନା ପାଉଣାରେ କାମ କରି ଆସୁଥିଲେ ସୁଦ୍ଧା ସେମାନଙ୍କୁ ହତାଦର କରାଯାଉଥିବାର ଅଭିଯୋଗ ହୋଇଛି।

Related Articles

Back to top button