ଓଡ଼ିଶା

ଆସନ୍ତା ୨୫ରେ ଭୋଟ ଦେବ ଭୁବନେଶ୍ବର

ଆସନ୍ତା ୨୫ରେ ଭୋଟ ଦେବ ଭୁବନେଶ୍ବର । ଏନେଇ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବର । ରାଜଧାନୀରେ କମିଶନରେଟ୍ ପୋଲିସ ଅଞ୍ଚଳରେ ମୋଟ ୧୧ ଶହ ୩୨ଟି ବୁଥରେ କଡ଼ା ସୁରକ୍ଷା ଭିତରେ ଭୋଟ ଗ୍ରହଣ କରାଯିବ।

ଏହା ମଧ୍ୟରେ ୪୨୧ଟି ସଖୀ ବୁଥ ଥିବା ବେଳେ ୧୪୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୫୨୫ଟି ବୁଥରେ ଓ୍ବେବ କାଷ୍ଟିଂ କରାଯିବ । ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୧୫ଟି ଫ୍ଲାଇଁ ସ୍କ୍ୱାଡ୍ ଓ ୧୫ଟି ଷ୍ଟ୍ରାଟେଜିକ ସର୍ଭେଲାନ୍ସ ଟିମ ପାଇଁତରା ମାରୁଛନ୍ତି I

Related Articles

Back to top button
WP Twitter Auto Publish Powered By : XYZScripts.com