ଜାତୀୟରାଜନୀତି

ଜାମ୍ମୁ କାଶ୍ମୀରେରେ ଏ-୧ ଏ-୨ କହି କାହାକୁ ଟାର୍ଗେଟ କଲେ ରାହୁଲ ଗାନ୍ଧି, ଦେଖନ୍ତୁ

ନୂଆଦିଲ୍ଲୀ:  ଆଉ ଦିନ କେଇଟା ପରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଏନେଇ ରାଜନୀତି ଏବେ ସରଗରମ । ଏଥିପାଇଁ ଜୋରଦାର ପ୍ରଚାର କରୁଛନ୍ତି ସବୁ ଦଳ । ଏହାରି ଭିତରେ ବୁଧବାର ଜାମ୍ମୁ କାଶ୍ମୀର ଯାଇ ପ୍ରଚାର କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ।

ଏକ ଜନସଭାକୁ ସମ୍ବୋଧିତ କରିବା ଉପରେ ବିଜେପି ଉପରେ ଖୁବ ବର୍ଷିଛନ୍ତି । ମୋଦି ଶାହଙ୍କୁ ଟାର୍ଗେଟ କରିବା ସହ ଅମ୍ବାନୀ ଆଦାନୀକୁ ମଧ୍ୟ କଟାକ୍ଷ କରିଛନ୍ତି । ରାହୁଲ କହିଛନ୍ତି ଆମେ ମୋଦିଙ୍କ କନଫିଡେଂଟ ହଟେଇ ଦେଇଛୁ ।

ଆଉ ଏବେ ବିଜେପି ନୁହେଁ ବରଂ ବିରୋଧୀ ଚଳାଉଛନ୍ତି ସରକାର । ଏପରିକି ଏ-୧ ଏ-୨ର ଉଦାହରଣ ଦେଇ କହିଛନ୍ତି ଯେ ହମ୍ ଦୋ, ହାମାରେ ଦୋ । ଶୁଣନ୍ତୁ କଣ କହିଛନ୍ତି ରାହୁଲ ଗାନ୍ଧି ।

Related Articles

Back to top button
WP Twitter Auto Publish Powered By : XYZScripts.com