ଓଡ଼ିଶା

ରାମଗଡ କନିକା ରୋଡ ବନଦୁର୍ଗା ପୂଜା କମିଟିର ଚାଲିଛି ସଜବାଜ, କେମିତି ଜାଣନ୍ତୁ

କଟକ: ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ସବୁ ପୂଜାକମିଟି l ପ୍ରତ୍ୟେକ ପୂଜା କମିଟି ସମସ୍ତଙ୍କଠାରୁ ନିଜକୁ ଭିନ୍ନ ହେବା ପାଇଁ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି l ଏନେଇ ରାମଗଡ କନିକା ରୋଡ ବନଦୁର୍ଗା ପୂଜା କମିଟି ପକ୍ଷରୁ ମା ଦୁର୍ଗାଙ୍କ ପାଇଁ ନୂତନ ଚାନ୍ଦି ମେଢ଼ ତିଆରି କରାଯାଇଛି l

ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମିଳନୀ କରି ସଭାପତି ବସନ୍ତ ନାୟକ ସମ୍ପାଦକ ଜୟଦେବ ଦାସ, କୋଷାଧକ୍ଷ ସିଦ୍ଧାର୍ଥ ପରିଡା ଏବଂ ସହ କୋଷାଧକ୍ଷ ପ୍ରକାଶ ନାୟକ ଘୋଷଣା କରିଥିଲେ l ଏମାନଙ୍କ ସହିତ ସାହିର ସମସ୍ତ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com