Featuredଓଡ଼ିଶାରାଜନୀତି

ବିଜେପି ସରକାରରେ ଅପରାଧର ଚିଠା ଖୋଲିଲା ବିଜେଡି, କହିଲା ୧୨ ଘଂଟାରେ ହେଉଛି ଏତିକି ଅପରାଧ

ଭୁବନେଶ୍ୱର: ରାଜ୍ୟରେ ବିଶୃଙ୍ଖଳିତ ଆଇନକୁ ନେଇ ରାଜନୀତି ସରଗରମ । ବିଜେପି ସାରକାରରେ ଏପରି ଅପରାଧକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ବିଜେଡି । ବିଜେଡି ପକ୍ଷରୁ ଲେନିନ ମହାନ୍ତି ରାଜ୍ୟରେ ଅପରାଧର ଚିଠା ଖୋଲିଛନ୍ତି । ୧୨ ଘଂଟାରେ ଗୋଟିଏ ମର୍ଡର ହେଉଥିବା କହିଛନ୍ତି ବିଜେଡି ମୁଖପାତ୍ର । ଏହା ସହ ରାଜ୍ୟ ସରକାରଙ୍କୁ ମଧ୍ୟ କରିଛନ୍ତି ଟାର୍ଗେଟ ।

ଅଧିକ ଖବର ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ

Related Articles

Back to top button
WP Twitter Auto Publish Powered By : XYZScripts.com