ରାଞ୍ଚି: ରାଜ୍ୟପାଳ ପଦବୀରୁ ଇସ୍ତଫା ପରେ ପୁଣି ପ୍ରତ୍ୟେକ୍ଷ ରାଜନୀତିକୁ ଫେରିଲେ ରଘୁବର ଦାସ । ଗ୍ରହଣ କଲେ ବିଜେପିର ସଦସ୍ୟତା । କିଛି ଦିନ ତଳେ ଓଡ଼ିଶାର ରାଜ୍ୟପାଳ ପଦବୀରୁ ସେ ଅଚାନକ ଇସ୍ତଫା ଦେଇଥିଲେ । ଏବେ ଝାଡ଼ଖଣ୍ଡ ବିଜେପିର ସଦସ୍ୟତା ପତ୍ରକୁ ଗ୍ରହଣ କରିଛନ୍ତି ।
Related Articles
Check Also
Close
-
ବିଲ ଅନୁମୋଦନ ପାଇଁ ନୋଟିସNovember 21, 2023