Breaking NewsFeaturedଓଡ଼ିଶାରାଜନୀତି
ଚାଲିଗଲେ ଧର୍ମନ୍ଦ୍ରଙ୍କ ବାପା; ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ । ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ୮୩ ବୟସରେ ପରଲୋକ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ହେଉଛନ୍ତି ଦେବେନ୍ଦ୍ର । ବାଜପେୟୀ ସରକାରରେ ସେ ଥିଲେ କେନ୍ଦ୍ରମନ୍ତ୍ରୀ । ବିଜେପିର ଏକ ଟାଣୁଆ ନେତା ଭାବେ ମଧ୍ୟ ତୁଲାଇଛନ୍ତି ଦାୟିତ୍ୱ ।