Breaking NewsFeaturedଓଡ଼ିଶାଶିକ୍ଷା

ମେ ପ୍ରଥମ ଭାଗରେ ୧୦ମ ରେଜଲ୍ଟ

କଟକ: ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟି୍ରକ ରେଜଲ୍ଟ । ଏନେି ବୋର୍ଡ ସଭାପତିଙ୍କ ସୂଚନା ଜାରି ହୋଇଛି । ୧୦ମ ପରୀକ୍ଷାର୍ଥୀମାନଙ୍କର ଭାଗ୍ୟ ହେବ ନିର୍ଦ୍ଧାରଣ । ମେ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଆସିବ ଫଳାଫଳ । ଗ୍ରେସ ମାର୍କ ନେଇ ମଧ୍ୟ ସୂଚନା ଦେଇଛନ୍ତି ବୋର୍ଡର ଅଧ୍ୟକ୍ଷ । ଗ୍ରେସ ମାର୍କ ପାଇଁ କମିଟି ନିଷ୍ପତି ନେବ ବୋଲି ସୂଚନା ମିଳିଛି । ଏନେଇ ପରୀକ୍ଷାର୍ଥୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମହଲରେ ଫଳାଫଳକୁ ନେଇ ଉସôାହ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com