ନୂଆଦିଲ୍ଲୀ: ହ୍ରାସ ପାଇଲା ରେପୋ ରେଟ । ଆରବିଆଇ ରେପୋ ରେଟକୁ ହ୍ରାସ କରାଇଛି । ୦.୨୫% ପରେ ଏବେ ୬%କୁ ଖସିଲା ସୁଧ ହାର । ଏଣିକି ଗୃହ ଋଣ, ଇଏମଆଇ ଓ କାର ଋଣ ହେବ ଶସ୍ତା । ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ସଂଜୟ ମଲ୍ହୋତ୍ରା ।