ଓଡ଼ିଶାସ୍ୱାସ୍ଥ୍ୟ

ନଳକୂପରୁ ବାହାରୁଛି କଳା ପାଣି; ନୂତନ ନଳକୂପ ଖୋଳିବାକୁ ଅନୁରୋଧ

ଢେଙ୍କାନାଳ : ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଗୋହିରାଛୋଡ଼ ଗ୍ରାମ ଉପରପାଳ ହରିଜନ ସାହିରେ ଥିବା ନଳକୂପରୁ ବାହାରୁଛି କଳା ପାଣି। ଏହି ନଳକୂପର ପାଣି ପିଇ ଗ୍ରାମର ଲୋକେ ରୋଗାକ୍ରାନ୍ତ ହେଲେଣି। ତେଣୁ ନୂତନ ନଳକୂପ ଖୋଳିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଗୋହିରାଛୋଡ଼ ଗ୍ରାମବାସୀ । ଦେଖନ୍ତୁ ଭିଡିଓ…

Related Articles

Back to top button
WP Twitter Auto Publish Powered By : XYZScripts.com