ଅନ୍ତର୍ଜାତୀୟ

ରୁଷିଆରେ ଏୟାରଷ୍ଟ୍ରାଇକରେ ୧୩ ମୃତ୍ୟୁ

ମସ୍କୋ,୨୬ା୫:ରବିବାର ରାତିରେ, ରୁଷିଆ ୟୁକ୍ରେନର ଝିଟୋର୍ମି ସହର ଉପରେ ବିପୁଳ ଏୟାରଷ୍ଟ୍ରାଇକ କରି ୧୩ ଜଣଙ୍କ ମୃତ୍ୟୁ ଓ ୧୨ରୁ ଅଧିକଙ୍କର ଆହତ ହେବାର ଖବର ମିଳିଛି। ଏହି ହାମଲାରେ ରୁଷିଆ ୩୬୭ଟି ଡ୍ରୋନ୍ ଓ ମିଶାଇଲ ବ୍ୟବହାର କରିଛି, ଯାହାକୁ ୟୁକ୍ରେନ ୧୧୦ଟି ଡ୍ରୋନ୍ ମାରି ଧ୍ୱଂସ କରିଛି। ଏହା ଉପରେ, ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆର ଏହି କାର୍ଯ୍ୟକଳାପକୁ କଡ଼ା ଭାବେ ନିନ୍ଦା କରି, ରୁଷିଆର ପତନ ଆରମ୍ଭ ହେବାର ଦାବି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com