ଅନ୍ତର୍ଜାତୀୟରାଜନୀତି

ଜୋହାନ୍ସବର୍ଗରୁ ଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଭୁବନେଶ୍ୱର,ନଭେମ୍ବର ୨୧ ରୁ ୨୩ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ କରିଥିଲେ। ଏଠାରେ ସେ ଭାଷଣ ଦେବା ବେଳେ କହିଥିଲେ ଯେ,  ବିଶ୍ୱ ନେତାମାନଙ୍କ ସହ ତାଙ୍କର ଫଳପ୍ରଦ ବୈଠକ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ।

ମୋଦୀ ଦକ୍ଷିଣ ଆଫ୍ରିକାର ଜନସାଧାରଣ, ରାଷ୍ଟ୍ରପତି ସିରିଲ୍ ରାମାଫୋସା ଏବଂ ଦକ୍ଷିଣ ଆଫ୍ରିକା ସରକାରଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରିଥିଲେ, ଶେଷ ଦିନ ବୈଠକ ସମୟରେ, ଏହା ପରେ ସେ ସେଠାରୁ ଫେରି ଆସିଥିଲେ।

ମୋଦୀ ଦକ୍ଷିଣ ଆଫ୍ରିକାର ଜନସାଧାରଣ, ରାଷ୍ଟ୍ରପତି ସିରିଲ୍ ରାମାଫୋସା ଏବଂ ଦକ୍ଷିଣ ଆଫ୍ରିକା ସରକାରଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରିଥିଲେ ଅନ୍ତିମ ଦିନ ବୈଠକ ସମୟରେ, ଏହା ପରେ ସେ ସେଠାରୁ ଫେରି ଆସିଥିଲେ।ଦକ୍ଷିଣ ଆଫ୍ରିକା ଗସ୍ତରରୁ ଫେରିଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରୁ ଦିଲ୍ଲୀରେ ପହଞ୍ଚିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଜି-20 ସମ୍ମିଳନୀରେ ଯୋଗଦେବା ପାଇଁ ସେ ବିଦେଶ ଗସ୍ତ କରିଥିଲେ। ସେଠାରେ AI ଠାରୁ ଆରମ୍ଭ କରି ଅନେକ ପ୍ରଯୁକ୍ତିବିଦ୍ଯା ଓ ଜ୍ଞାନକୌଶଳ ସମତେ ବିଭିନ୍ନ ଦେଶର ମୁଖିଆଙ୍କ ସହ ଆଲୋଚନା କରିଥିଲେ।ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ,ଜିଓର୍ଜିଆ ମେଲୋନିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ।

ଏହାସହ ଜାପାନ ପ୍ରଧାନମନ୍ତ୍ରୀ, ସାନାଏ ତାକିଇଚିଙ୍କ ସହ ମଧ୍ୟ ଦୁଇ ଦେଶଖ ସମ୍ପର୍କ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ।

Related Articles

Back to top button