
ଭୁବନେଶ୍ୱର,ବିଜେଡିର ଏକାଧିକ ବିଧାୟକ ଓ ନେତା ପ୍ରଫୁଲ୍ଲଙ୍କୁ ବିରୋଧ କରୁଛନ୍ତି।
ଚର୍ଚ୍ଚା ହେଉଛି ଭଦ୍ରକର ୪ ବ୍ଲକ୍ ଅଧ୍ୟକ୍ଷ ଦଳ ଛାଡିବା ପଛରେ ପ୍ରଫୁଲ୍ଲ ଅଛନ୍ତି।
ପ୍ରଫୁଲ୍ଲ ସାମଲଙ୍କ ଘରେ ଦଳ ଛାଡିବା ବୈଠକକୁ ନେଇ ଚର୍ଚ୍ଚା। ସେପଟେ ନବୀନ ନୀବାସରୁ, ଫେରି ଦଳ ଛାଡିବେ ନାହିଁ ବୋଲି ପ୍ରଫୁଲ୍ଲ କହିଛନ୍ତି।
କିନ୍ତୁ ଭଣ୍ଡାରି ପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଭଦ୍ରକ ଜିଲ୍ଲା ସଂଗଠନକୁ ସୁଦୃଢ ଦାୟିତ୍ବ ପ୍ରଫୁଲ୍ଲଙ୍କ ଉପରେ ନବୀନ ବାବୁ ନ୍ୟସ୍ତ କରିଛନ୍ତି କହି ପରୋକ୍ଷରେ ଟାର୍ଗେଟ କରିଛନ୍ତି।
ପ୍ରଫୁଲ୍ଲଙ୍କ ଉପରେ ନବୀନ ଜୋରଦାର ବର୍ଷି ଥିବା ନେଇ କୁହାଯାଉଛି।
ଯେଉଁଥିପାଇଁ Naveen Patnaik ସବୁ ଭଦ୍ରକ ନେତାଙ୍କୁ ଡାକି ତର୍ଜମା କରିଛନ୍ତି।




