
ଭୁବନେଶ୍ୱର ,MVI ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ, କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ପରିବହନ କମିଶନର କହିଛନ୍ତି, ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ମାନନ୍ତୁ। ଦୁର୍ଘଟଣା ହେବନାହିଁ ।
ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା ହୋଇଛି।
PUC ସାର୍ଟିଫିକେଟ ବାବଦରେ ଆଉଟଲେଟରେ ଲେଖିବାକୁ କୁହାଯାଇଛି।
PUC ସାର୍ଟିଫିକେଟ କରାଇବାକୁ, ସେମାନେ ଆଉଟଲେଟରେ ଲେଖିବେ।
ପରିବହନ କମିଶନର କହିଛନ୍ତି ସମୟ ଅଛି, PUC ସାର୍ଟିଫିକେଟ କରାଇ ନିଅନ୍ତୁ।
ଜାନୁଆରୀ ୧ ତାରିଖରୁ ରାଜ୍ୟରେ, ଜୋରଦାର ହେବ ଗାଡ଼ି ଚେକିଂ।
ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର।




