
ଭୁବନେଶ୍ୱର,ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ହେଉଥିଲା, ପର୍ଯ୍ୟଟକଙ୍କ ଭିଡ଼।
ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ୨ ଦନ୍ତା ବୁଲୁଥିବାରୁ, ଶିଖରଚଣ୍ଡୀ ବନ୍ଦ ରହିଛି।
ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିବ ଶିଖରଚଣ୍ଡୀ ପୀଠ।
ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ବୁଲୁଛନ୍ତି, ୨ଟି ହାତୀ।
ଲୋକଙ୍କ ସୁରକ୍ଷା ନେଇ ଇନଫୋସିଟି ଥାନାକୁ ଅବଗତ କରିଛି ବନ ବିଭାଗ।




