ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ପୁରୀରେ ପ୍ରବଳ ଜନ ସମାଗମ

ଭୁବନେଶ୍ୱର,ଶ୍ରୀକ୍ଷେତ୍ରରେ ବଢ଼ୁଛି ଭିଡ଼। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍।

ଶ୍ରୀନଅରଠାରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ, ହୋଇଛି ବ୍ୟାରିକେଡ୍।

ଶ୍ରୀମନ୍ଦିରଠାରୁ ବେଳାଭୂମି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିବ।ଏହି ଦୁଇ ଦିନ ମନ୍ଦିରରେ ଦର୍ଶନ ପାଇଁ ଏକଧାଡିକିଆ ବ୍ୟବସ୍ଥା କରାଯାଇଛି।

ସିଂହଦ୍ବାର ବାଟେ ପ୍ରବେଶ ସହ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା ହୋଇଛି ।

ବିଶେଷ ଭାବେ ଆସନ୍ତାକାଲି ଓ ୧ ତାରିଖ ଅଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ବିଶେଷ ଧ୍ୟାନ ରଖାଯାଇଛି।

Related Articles

Back to top button