ଅପରାଧଓଡ଼ିଶା

ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ

 ଭୁବନେଶ୍ୱର ,ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ, ମାଡି ବସିଥିଲା ଭିଜିଲାନ୍ସ।

ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ସରକାରୀ କ୍ୱାର୍ଟରରୁ ଯାଞ୍ଚ ବେଳେ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଛି।

କଟକ CRRI ଥାନା ଅଧିକାରୀ ବିଜୟ କୁମାର ବାରିକଙ୍କୁ, ବାନ୍ଧିଛି ଭିଜିଲାନ୍ସ।

ଭୁବନେଶ୍ୱର ରାଜମହଲ ଛକରୁ ବିଜୟଙ୍କୁ ଗିରଫ କରାଯାଇଛି।

 

Related Articles

Back to top button