ଅନ୍ୟାନ୍ୟଜୀବନଶୈଳୀ

ଟଙ୍କା ଉଠାଣ ପାଇଁ ନିୟମରେ କିଛି ପରିବର୍ତ୍ତନ

ଭୁବନେଶ୍ୱର , S B I  ଏଟିଏମରୁ ଟଙ୍କା ଉଠାଣ ପାଇଁ ନିୟମରେ, କିଛି ପରିବର୍ତ୍ତନ କରିଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ ଏବଂ ସ୍ୱୟଂଚାଳିତ ଜମା-କମ-ଉଠାଣ ମେସିନ୍‌ ସହିତ ଜଡିତ ଚାର୍ଜକୁ ସଂଶୋଧନ କରିଛି ।

ଏହି ପରିବର୍ତ୍ତନ ଅନ୍ୟ ବ୍ୟାଙ୍କର ଏଟିଏମରେ କରାଯାଉଥିବା କାରବାର ପାଇଁ ପ୍ରଯୁଜ୍ୟ ହେବ ।

ଏହି ପରିବର୍ତ୍ତନ ଇଣ୍ଟରଚେଞ୍ଜ ଫି ବୃଦ୍ଧି ଯୋଗୁଁ କରାଯାଇଛି ।

ଏହି ପରିବର୍ତ୍ତନ ସର୍ବାଧିକ ଏସବିଆଇ ଏଟିଏମ୍‌ ନଥିବା ଲୋକଙ୍କ ପାଇଁ ନିର୍ଦ୍ଧାରିତ ସୀମା ଅତିକ୍ରମ କରୁଥିବା ସଞ୍ଚୟ ଏବଂ ଦରମା ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପକାଇବ ।

S B I ର ନିଜସ୍ୱ A T M, କରାଯାଉଥିବା କାରବାରରେ କୌଣସି ପରିବର୍ତ୍ତନ ହୋଇନାହିଁ ….

Related Articles

Back to top button