ଦୁର୍ଘଟଣାସ୍ୱାସ୍ଥ୍ୟ

ଯାଜପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି।

ଭୁବନେଶ୍ୱର ,ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି।  ଜଖପୁରାରେ ଷ୍ଟେସନ ନିକଟରେ ଟ୍ରାକରୁ ଖସି ଯାଇଛି ଟ୍ରେନର ୩ଟି ବଗି।

ତେବେ ଅଳ୍ପକେ ବର୍ତ୍ତିଯାଇଛି ବଡ଼ ଅଘଟଣ।

ଆରମ୍ଭରୁ ଦୁଇଟି ବଗି ଛାଡ଼ି ୩ଟି ବଗି ଖସିଛି।

ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହେବାର କୌଣସି ରିପୋର୍ଟ ନାହିଁ।

ଲାଇନଚ୍ୟୁତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଏବଂ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।

ଟ୍ରେନର ଇଂଜିନ ଓ ଲଗେଜ୍ ଭ୍ୟାନ୍ ଛାଡ଼ି ଅନ୍ୟ ୩ ବଗି ଖସିଛି। ଉଦ୍ଧାର ଲାଗି ସ୍ପଟକୁ ଯାଇଛନ୍ତି ରେସକ୍ୟୁ ଟିମ୍।

ଭଦ୍ରକରୁ ଗଲା ଗୋଟିଏ ରେସକ୍ୟୁ ଟିମ୍।

Related Articles

Back to top button