ଓଡ଼ିଶାସ୍ୱାସ୍ଥ୍ୟ

ସୀତାରାମ ମେହେରଙ୍କ ଘରେ ପଶି ସବୁ ଲୁଟି ନେଇଛନ୍ତି ଚୋର।

 ଭୁବନେଶ୍ୱର ,ବୌଦ୍ଧ ଥାନା ଚମ୍ପାପୁର ଗାଁ ସୀତାରାମ ମେହେରଙ୍କ ଘରେ ପଶି, ସବୁ ଲୁଟି ନେଇଛନ୍ତି ଚୋର।

ଏବଂ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ, ଚୋର।

ଏନେଇ ଥାନାରେ ଅଭିଯୋଗ କରିଛନ୍ତି, ସୀତାରାମ।

ପରିବାର ଲୋକେ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାରିଥିବା ,ଅଭିଯୋଗ ହୋଇଛି।

Related Articles

Back to top button