-
Featured
ପ୍ରେସକ୍ରିପସନ ନୁହେଁ, QR Codeରେ ଚିହ୍ନା ହେବ ରୋଗ
ଭୁବନେଶ୍ୱର: ଏଣିକି ପ୍ରେସକ୍ରିପସନରୁ ମିଳିବ ଛୁଟି । କୁ୍ୟଆର କୋଡରେ ଏଥର ଚିହ୍ନା ହେବ ରୋଗ । ସୁବିଧା ହେବ ଔଷଧ କିଣା । ରାଜ୍ୟ ସରକାରଙ୍କ…
Read More » -
Featured
କାଲିଠୁ ରତ୍ନଭଣ୍ଡାର ମରାମତି କାମ ଜାରି
ପୁରୀ: କିଛି ଦିନର ବିରତି ପରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । କାଲିଠୁ ଏହି କାମ ପୁଣି ଜାରି ରହିବ । ନବବର୍ଷ…
Read More » -
ଓଡ଼ିଶା
ଆଜି ରାଜଧାନୀରେ ପହଂଚିବ ଇଲେକ୍ଟି୍ରକ୍ ଡବଲ ଡେକର ବସ୍
ଭୁବନେଶ୍ୱର: ମୁମ୍ବାଇରୁ ରାଜଧାନୀରେ ପହଂଚିବ ଇଲେକ୍ଟି୍ରକ୍ ଡବଲ ଡେକର ବସ୍ । ଆଜି ଦୁଇଟି ଗାଡ଼ି ଆସିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୩ଟି ଗାଡ଼ି…
Read More » -
Featured
ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ । ନେବେ ଶପଥ । ନୂଆକରି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ହରି ବାବୁ କୁମ୍ଭମପତି କିଛି…
Read More » -
ଓଡ଼ିଶା
କାଲି ଶପଥ ନେବେ ଓଡ଼ିଶା ରାଜ୍ୟପାଳ
ଭୁବନେଶ୍ୱର: କାଲି ଆସିବେ ଓଡ଼ିଶାର ରାଜ୍ୟପାଳ । ରାଜଭାବନରେ ନେବେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରି ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ…
Read More » -
Featured
ନୂଆବର୍ଷର ଶୁଭେଚ୍ଛା
ଭୁବନେଶ୍ୱର: ଆସିଛି ନୂଆବର୍ଷ । ୨୦୨୫କୁ ସ୍ୱାଗତ କରିବା ପାଇଁ ସବୁଠି ଉସôବମୁଖର ପୁରଠୁ ପଲ୍ଲୀ । ଇଂରାଜୀ ନୂତନ ବର୍ଷର ଆଗମନରେ ଭୋଜି ଭାତ ଓ…
Read More » -
Featured
ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ମିଳିଲା ପ୍ରବେଶ ଅନୁମତି
ଭୁବନେଶ୍ୱର: ମିଳିଲା ଅନୁମତି । ସାମ୍ବାଦିକମାନଙ୍କ ପାଇଁ କୋହଳ ହେଲା ନିୟମ । ଏଣିକି ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦେଲେ ସରକାର । କୋଭିଡ…
Read More » -
Featured
ଇଂରାଜୀ ନବବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପାଳନ ହେବନି ଇଂରାଜୀ ନବବର୍ଷ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏହି ଦିବସକୁ କରିବେନି ପାଳନ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ପାଇଁ ଦେଶରେ…
Read More » -
Featured
ଜନସମୁଦ୍ର ଶ୍ରୀମନ୍ଦିର, ଅସମ୍ଭାଳ ଭିଡ଼ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଂଜ
ପୁରୀ: ଜନସମୁଦ୍ର ପାଲଟୁଛି ପୁରୀ ଶ୍ରୀମନ୍ଦିର । ନୂଆବର୍ଷ ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା…
Read More »
