Featuredଜାତୀୟ

ଉତ୍ତରପ୍ରଦେଶ ନୋଏଡାରେ ଭୀଷଣ ଅଗ୍ନିକାଣ୍ଡ

ନୋଏଡା ସେକ୍ଟର-୩ରେ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ନିଆଁ ଲାଗିବା ପରେ ଲୋକଙ୍କ ମଧ୍ୟରେ ଭୟର ମାହୋଲ ଦେଖିବାକୁ ମିଳିଥିଲା । ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ଭାବେ ସୂଚନା ମିଳୁଛି । ନିଆଁ ଲାଗିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସୁଛି । ଅଗ୍ନିଶମ ବାହିନୀର ଟିମ୍ ଏହାକୁ ଲିଭାଇବା ପାଇଁ ଉଦ୍ୟମ ଜାରିରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com