Featured
-
ଖଡ଼ି ଛୁଆଇଁଲେ ମୋହନ, ଭୁବନେଶ୍ୱରରେ ଆରମ୍ଭ ହେଲା ଶିଶୁ ବାଟିକା
ଭୁବନେଶ୍ୱର: ଚାଲିଛି ଓଡ଼ିଆ ପକ୍ଷ । ଓଡ଼ିଶା ଦିବସ ପରେ ମୋହନ ସରକାର ପାଳୁଛନ୍ତି ଖଡ଼ି ଛୁଆଁ କାର୍ଯ୍ୟକ୍ରମ । ଭୁବନେଶ୍ୱରରେ ଆରମ୍ଭ ହେଲା ଶିଶୁ ବାଟିକା…
Read More » -
ଆଜି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ବନ୍ଦ ରହିବ ଜଗା ଦର୍ଶନ । ମହାପ୍ରଭୁଙ୍କର ହେବ ସ୍ୱତନ୍ତ୍ର ବନକଲାଗି ନୀତି । ବୁଧବାର ଅନୁଷ୍ଠିତ ହେବ ଏହି ନୀତି । ଚୈତ୍ର ଶୁକ୍ଳ…
Read More » -
ଲାଗି ହେବ ବନକଲାଗି ନୀତି; ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ବନ୍ଦ ରହିବ ଜଗା ଦର୍ଶନ । ମହାପ୍ରଭୁଙ୍କର ହେବ ସ୍ୱତନ୍ତ୍ର ବନକଲାଗି ନୀତି । ବୁଧବାର ଅନୁଷ୍ଠି ହେବ ଏହି ନୀତି । ଆସନ୍ତାକାଲି ଚୈତ୍ର…
Read More » -
ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରି ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ
ଉମରକୋଟ: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା । ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ମିଶିବ ପୋଷଣ ତତ୍ତ୍ୱ । ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ଯୋଜନାର ଶୁଭାରମ୍ଭ…
Read More » -
ଆକାଶମାର୍ଗରୁ କିପରି ଥିଲା ଭାରତର ଦୃଶ୍ୟ, କ’ଣ କହିଲେ ସୁନିତା?
ନୂଆଦିଲ୍ଲୀ: ଫେରିଲେ ସୁନିତା । ମନେ ପକାଇଲେ ଆକାଶମାର୍ଗରୁ ଭାରତର ଦୃଶ୍ୟ । ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ରେ…
Read More » -
ଆଜିଠୁ ବଦଳିବ ପାଗ, ୫ ଦିନ ଯାଏଁ କାଚିବ ବର୍ଷା
ଭୁବନେଶ୍ୱର: ବଢିବ ବର୍ଷା, କମିବ ତାତି । ରାଜ୍ୟରେ ବର୍ଷାର ସମ୍ଭାବନାକୁ ନେଇ ଜାରି ହୋଇଛି ପୂବାନୁମାନ । ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା…
Read More » -
ଆଜି ଉକôଳ ଦିବସ, ଶୁଭେଚ୍ଛା ଜଣାଇଲେ ପିଏମ, ସିଏମ ଓ ରାଷ୍ଟ୍ରପତି
ଭୁବନେଶ୍ୱର: ଆଜି ଉକôଳ ଦିବସ । ସାରା ରାଜ୍ୟରେ ଓଡ଼ିଶା ଦିବସ ପାଳନ କରାଯାଉଛି । ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ…
Read More » -
ବ୍ୟାଟିଂ-ବୋଲିଂରେ ସ୍ଥିର ପ୍ରଦର୍ଶନ, କୋହଲି, ସଲ୍ଟ, ହାଜେଲଉଡଙ୍କ ପ୍ରଦର୍ଶନ ନେବ ନିର୍ଣ୍ଣାୟକ ଭୂମିକା
ବାଙ୍ଗାଲୋର: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି । IPLର ୧୮ ତମ ସିଜିନରେ ଦମଦାର ଅଭିଯାନ ଆରମ୍ଭ କରିଛି । ଉଦ୍ଘାଟନୀ ମ୍ୟାଚରେ କୋଲକାତା ନାଇଟ୍…
Read More » -
ପୁଣି ହଲଚଲ ହେଲା କଂଗ୍ରେସ ଶିବିର, ବିଜେପି କ୍ୟାମ୍ପରେ ବଢିଲା ଚର୍ଚ୍ଚା
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । ଯିଏ କି ଏବେ ପୁଣି ଥରେ ଚର୍ଚ୍ଚାରେ । ଏନେଇ ପୁଣି ଥରେ ସରଗରମ ହୋଇଛି ରାଜନୀତି…
Read More » -
ଜାତୀୟ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା ସାମିଲ
ପୁରୀ: ଜାରି ହେଲା ନୋଟିସ । ଜାତୀୟ ଐତିହ୍ୟ ତାଲିକାରେ ସାମିଲ ହେଲା ରଥଯାତ୍ରା ଓ ବାଲିଯାତ୍ରା । ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ନୋଟିସ…
Read More »