ଓଡ଼ିଶା

ବାଲେଶ୍ବର ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ବାଲେଶ୍ବର ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜିଲ୍ଲା ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ଅଧ୍ୟକ୍ଷ । ଓଡ଼ିଶାର ନଂ ୧ ମଡେଲ ହାଇସ୍କୁଲ ହେବ ବାହାନଗା ହାଇସ୍କୁଲ।

ଏହି ଅବସରରେ ସେ କହିଛନ୍ତି ଯେ, ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ବର ଜିଲ୍ଲା ଗତ ୬ ମାସ ମଧ୍ୟରେ ୧୦୩୮ କୋଟି ଟଙ୍କା ପାଇଛି । ଗତ ୬ ମାସରେ ବାହାନଗା ବ୍ଲକକୁ ଆସିଛି ୯୦ କୋଟି ଟଙ୍କା। ବ୍ଲକର ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

Related Articles

Back to top button
WP Twitter Auto Publish Powered By : XYZScripts.com