ରାଜନୀତି
-
ଭାରତ-ପାକିସ୍ତାନ ବିବାଦ ପାଇଁ ଆଜି ବସିବ ଜାତିସଂଘର ବୈଠକ
ନୂଆଦିଲ୍ଲୀ : ଆଜି ବସିବ ଜାତିସଂଘର ବୈଠକ । ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ବିବାଦ ପାଇଁ ଜାତିସଂଘର ଏହି ପରାମର୍ଶ ବୈଠକ ଡକାଯାଇଛି ।…
Read More » -
ପାକିସ୍ତାନକୁ ଶାସ୍ତି ଦେବା ପାଇଁ ପୁଣି ଦାବି କରିଛନ୍ତି ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ କ୍ଷୁବ୍ଧ ରହିଛି । ବାରମ୍ବାର ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଦାବି ହେଉଛି । ଏହି…
Read More » -
ମହିଳା ଓ ଶିଶୁ ନିର୍ଯାତନା ପ୍ରସଙ୍ଗରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି
ଭୁବନେଶ୍ୱର : ରାଜ୍ୟରେ ବଢି ବଢି ଚାଲିଛି ମହିଳା ଏବଂ ଶିଶୁଙ୍କ ପ୍ରତି ନିର୍ଯାତନା । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜୁ ଜନତା…
Read More » -
ଜନଗଣନା ସହିତ ଦେଶରେ କରାଯିବ ଜାତିଭିତ୍ତିକ ଜନଗଣନା
ନୂଆଦିଲ୍ଲୀ : ଦେଶରେ କରାଯିବ ଜାତିଭିତ୍ତିକ ଜନଗଣନା । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଜନଗଣନାରେ…
Read More » -
ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ଢେଙ୍କାନାଳର ବିଜେଡି କର୍ମକର୍ତ୍ତା
ଭୁବନେଶ୍ୱର : ବିଜେଡି ସଭାପତି ଭାବେ ନିର୍ବାଚିତ ହେବା ନବୀନ ପଟ୍ଟନାୟକଙ୍କୁ ଭେଟିଲେ କାମାକ୍ଷାନଗର N.A.C. ଅଧ୍ୟକ୍ଷ । ସେହିପରି ତାଙ୍କ ସହିତ କାଉନସିଲର ଏବଂ ଅନ୍ୟ…
Read More » -
ପଲ୍ଲୀ ସଭା କରି ସମସ୍ୟା ବୁଝିଲେ ଖୋର୍ଦ୍ଧା ବିଧାୟକ
ଖୋର୍ଦ୍ଧା : ଖୋର୍ଦ୍ଧାରେ ପଲ୍ଲୀ ସଭା କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । କେଉଁଠି ପାଣି, କେଉଁଠି ରାସ୍ତା ଆବଶ୍ୟକ ତାହା…
Read More » -
ଆମେ ସାଙ୍ଗରେ ଅଛୁ, ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିଦିଅନ୍ତୁ: ଅଜୟ
ଭୁବନେଶ୍ୱର : ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ୭ ଦିନ ବିତିଲାଣି । କେନ୍ଦ୍ର ସରକାର ପାକିସ୍ତାନ ଉପରେ କୂଟନୈତିକ ସ୍ତରରେ ବିଭିନ୍ନ ପ୍ରକାର ଚାପ ପକାଉଛନ୍ତି। ତେବେ…
Read More » -
ସ୍ନେହ, ଭଲ ପାଇବା ଦ୍ୱାର ସମସ୍ତ ଦ୍ୱେଷକୁ ଭାଙ୍ଗିହେବ : ରାହୁଲ
ହାଇଦ୍ରାବାଦ୍ : ଆମେ ରାଜନୀତି ପାଇଁ ବ୍ୟବହାର କରୁଥିବା ଲେନ୍ସ ନିଶ୍ଚିତ ଭାବରେ ସ୍ନେହ, ପ୍ରେମ ଏବଂ ଆମେ ପ୍ରତିନିଧିତ୍ୱ କରୁଥିବା ଲୋକଙ୍କ କଥା ଶୁଣିବା ।…
Read More » -
ଅସୁବିଧା ପଚାରି ବୁଝିଲେ ବିଧାୟକ ରମେଶ ଜେନା
ଗଞ୍ଜାମ : ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା । ସାନଖେମୁଣ୍ଡିର ଏହି ବିଧାୟକ ବୃଦ୍ଧ, ବୃଦ୍ଧାମାନଙ୍କ ଅସୁବିଧା ପଚାରି ସେମାନଙ୍କ…
Read More » -
ମୋଦିଙ୍କୁ ସମର୍ଥନ ଦେଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡି
ହାଇଦ୍ରାବାଦ : ପହଲଗାମରେ ଆତଙ୍କୀ ଗୁଳିକାଣ୍ଡକୁ ନେଇ ସାରା ଦେଶରେ ଏବେ ପାକିସ୍ତାନକୁ ଦଣ୍ଡିତ କରିବା ପାଇଁ ଦାବି କରାଯାଉଛି । ଏହି ପେରିପ୍ରେକ୍ଷୀରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ…
Read More »